ଅନ୍ତରାଷ୍ଟ୍ରୀୟ ୨୦୨୬ ଏସୀୟ କ୍ରୀଡା: ସିଧାସଳଖ ନକଆଉଟ୍ ପର୍ଯ୍ୟାୟରେ ଖେଳିବେ ପୁରୁଷ ଏବଂ ମହିଳା କ୍ରିକେଟ୍ ନୂଆଦିଲ୍ଲୀ: ୨୦୨୬ ଏସୀୟ କ୍ରୀଡାରେ ପୁରୁଷ ଏବଂ ମହିଳା କ୍ରିକେଟ୍ ପ୍ରତିଯୋଗିତା ପାଇଁ ଡ୍ର ଘୋଷଣା କରାଯାଇଛି। ପୁରୁଷ ବର୍ଗରେ ମୋଟ ୧୦ ଦଳ ଏବଂ ମହିଳା…