ଆଜିର ଖବର ବାଦ ପଡ଼ିଲା ପାକିସ୍ତାନ: ଭାରତରେ ହେବାକୁ ଥିବା ଚାମ୍ପିଅନ୍ସ ଟ୍ରଫିରେ ବାଂଲାଦେଶ ସାମିଲ ନୂଆଦିଲ୍ଲୀ: ୨୦୨୬ ଏସୀୟ ହକି ଚାମ୍ପିଅନ୍ସ ଟ୍ରଫିରୁ ପାକିସ୍ତାନକୁ ବାଦ ଦିଆଯାଇଛି। ଏହା ବଦଳରେ ବାଂଲାଦେଶକୁ ଟୁର୍ଣ୍ଣାମେଣ୍ଟରେ ସାମିଲ କରାଯାଇଛି। ଭାରତ ମାଟିରେ ହେବାକୁ ଥିବା ଚାମ୍ପିଅନ୍ସ…