ଆଜିର ଖବର ଏସିଆନ୍ ବ୍ୟାଡମିଣ୍ଟନ୍ ଚାମ୍ପିୟନ୍ସିପ୍ : କ୍ବାର୍ଟରରେ ସାଇନା ଓ ସିନ୍ଧୁ ଭାରତୀୟ ବ୍ୟାଡମିଣ୍ଟନ ଷ୍ଟାର ପିଭି ସିନ୍ଧୁ ଏବଂ ସାଇନା ନେହ୍ବାଲ ଏସିଆନ୍ ବ୍ୟାଡମିଣ୍ଟନ୍ ଚାମ୍ପିୟନ୍ସିପ୍ର କ୍ବାର୍ଟର ଫାଇନାଲ୍ରେ ପ୍ରବେଶ କରିଛନ୍ତି। ଗୁରୁବାର ଉଭୟ ମହିଳା ଖେଳାଳି କ୍ବାର୍ଟରରେ…