ଅନ୍ତରାଷ୍ଟ୍ରୀୟ ବିଶ୍ୱକପ୍ ରୁ ଓହରିବା ସମ୍ପର୍କରେ ବଡ ବିବୃତ୍ତି ଜାରି କଲା ବାଂଲାଦେଶ: ଖେଳାଳିମାନଙ୍କୁ ଦେଲା ଦୋଷ ନୂଆଦିଲ୍ଲୀ: ୨୦୨୬ ଟି୨୦ ବିଶ୍ୱକପ୍ ରୁ ବାଂଲାଦେଶର ଓହରିଯିବା ପ୍ରସଙ୍ଗ ଆଉ କେବଳ କ୍ରୀଡ଼ା ମଧ୍ୟରେ ସୀମିତ ନାହିଁ, ବରଂ ରାଜନୈତିକ ବୟାନବାଜିର ରୂପ ନେଇଛି। ସଦ୍ୟତମ…