asish singh

ଭୁବନେଶ୍ବର: ଆଜି ଭାରତୀୟ ନିର୍ବାଚନ କମିସନଙ୍କ ଦ୍ଵାରା ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ନିର୍ବାଚନ ପ୍ରକ୍ରିୟାରେ ହସ୍ତକ୍ଷେପ ଅଭିଯୋଗରେ ଆଇପିଏସ୍‌ ଧୀରେନ୍ଦ୍ର ଶମ୍ଭାଜୀ କୁଟ୍ଟେଙ୍କୁ ନିଲମ୍ବନ କରାଯାଇଛି।…