ଆଜିର ଖବର ଯୌନ ନିର୍ଯାତନା ଅଭିଯୋଗକୁ ଗୋଗୋଇଙ୍କ ଖଣ୍ଡନ ନିଜ ନାମରେ ରହିଥିବା ଯୌନ ନିର୍ଯାତନା ମାମଲାକୁ ଖଣ୍ଡନ କରିଛନ୍ତି ସୁପ୍ରିମ୍କୋର୍ଟର ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ। ଅକ୍ଟୋବର ୨୦୧୬ରୁ ୨୦୧୮ ପର୍ଯ୍ୟନ୍ତ ଗୋଗୋଇଙ୍କ କୋର୍ଟରେ ସହକାରୀ…