ଜାତୀୟ ଖବର କରୋନା କଟକଣା ଭିତରେ ପାଞ୍ଚୋଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ଚାଲିଛି ଭୋଟ୍ ଗଣନା ନୂଆଦିଲ୍ଲୀ: ପଶ୍ଚିମବଙ୍ଗ, ଆସାମ, କେରଳ, ତାମିଲନାଡୁ ଏବଂ ପୁଡୁଚେରୀ ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଗଣନା ଚାଲିଛି। 27 ମାର୍ଚ୍ଚରୁ 29 ଏପ୍ରିଲ ପର୍ଯ୍ୟନ୍ତ ଏହି ରାଜ୍ୟ…