ଆଜିର ଖବର ଏକ ନୂତନ ସୁଲଭ ଇଲେକ୍ଟ୍ରିକ୍ ସ୍କୁଟର ଆଣିବ Ather: ଜାଣନ୍ତୁ କେବେ ଲଞ୍ଚ ହେବ? ନୂଆଦିଲ୍ଲୀ: Ather Energy ଭାରତରେ ଏକ ନୂତନ ଏବଂ ସୁଲଭ ଇଲେକ୍ଟ୍ରିକ୍ ସ୍କୁଟର ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛି। କମ୍ପାନୀ ଏହାର ଡିଜାଇନ୍ ପାଇଁ ଏକ ପେଟେଣ୍ଟ…