ଆଜିର ଖବର ଆସନ୍ତା ବର୍ଷ ଲଞ୍ଚ ହେବାକୁ ଥିବା ବୈଦ୍ୟୁତିକ ସ୍କୁଟର, ଜାଣନ୍ତୁ କେଉଁ ବିକଳ୍ପ ଉପଲବ୍ଧ ହେବ? ନୂଆଦିଲ୍ଲୀ: ଅନେକ କାରଣରୁ ଆଗାମୀ ଦିନରେ ବୈଦ୍ୟୁତିକ ଯାନର ବ୍ୟବହାର ବୃଦ୍ଧି ପାଇବା ସମ୍ଭାବନା ରହିଛି। ସାମ୍ପ୍ରତିକ ସମୟରେ ମଧ୍ୟ ବୈଦ୍ୟୁତିକ ଯାନର ବିକ୍ରି ବୃଦ୍ଧି ପାଇଛି…