ଜାତୀୟ ଖବର ଓଲା ଏବଂ ବଜାଜକୁ ପଛରେ ପକାଇଲା ଟିଭିଏସ୍, ବିକ୍ରିରେ ଆଇକ୍ୟୁବ୍ ହେଲା ଦେଶର ନମ୍ବର-୧ ଇଭି ସ୍କୁଟର ନୂଆଦିଲ୍ଲୀ: ଭାରତର ଇଲେକ୍ଟ୍ରିକ୍ ଦୁଇଚକିଆ ଯାନ ବଜାର ଦ୍ରୁତ ଗତିରେ ବୃଦ୍ଧି ପାଉଛି, ଏବଂ ନଭେମ୍ବର ୨୦୨୫ ଏହାର ସ୍ପଷ୍ଟ ପ୍ରମାଣ। ଏହି ମାସରେ ଇଲେକ୍ଟ୍ରିକ୍ ସ୍କୁଟରର…