ଜାତୀୟ ଖବର ATM ନିୟମରେ RBIର ବଡ଼ ପରିବର୍ତ୍ତନ: ଏଣିକି ଗୋଟିଏ ବ୍ୟାଙ୍କ ନୁହେଁ, ଅନେକ ବ୍ୟାଙ୍କରୁ ଟଙ୍କା ନେବେ ATM କମ୍ପାନୀ; ଜାଣନ୍ତୁ ନୂଆ ନିୟମ ନୂଆଦିଲ୍ଲୀ: ଆପଣ ATMରୁ ଟଙ୍କା ଉଠାଉଛନ୍ତି କି? ତେବେ ଭାରତୀୟ ରିଜର୍ଭ ବ୍ୟାଙ୍କ (RBI)ର ଏହି ନୂଆ ନିୟମ ବିଷୟରେ ଜାଣି ରଖନ୍ତୁ। ଦେଶରେ ହ୍ୱାଇଟ୍ ଲେବଲ୍…