ଆଜିର ଖବର ଆଗାମୀ ୬ ବର୍ଷ ପାଇଁ WTC ଫାଇନାଲ୍ ଆୟୋଜନ କରିପାରିବ ନାହିଁ ଭାରତ, ଜାଣନ୍ତୁ କ’ଣ ବଡ଼ କାରଣ? ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (BCCI) ର ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ୍ ଆୟୋଜନ କରିବାର ସ୍ୱପ୍ନ କିଛି ବର୍ଷ ପାଇଁ ଅଧୁରା ରହିପାରେ। BCCI…