ଆଜିର ଖବର ଯାତ୍ରୀଙ୍କ ପକେଟ୍ରେ ପଡ଼ିବ ମହଙ୍ଗା ଭାର, ଭଡ଼ା ବଢ଼ାଇବାକୁ ଦାବି ନୂଆଦିଲ୍ଲୀ: ଦିଲ୍ଲୀ-ଏନସିଆରରେ ଯାତ୍ରୀଙ୍କ ପାଇଁ ବଢ଼ିପାରେ ଯାତାୟାତ ଖର୍ଚ୍ଚ। CNG ଦର ବୃଦ୍ଧି ପରେ ଅଟୋ ଓ ଟ୍ୟାକ୍ସି ୟୁନିଅନ୍ଗୁଡ଼ିକ ଭଡ଼ା ବଢ଼ାଇବାକୁ ଦାବି ଜୋରଦାର କରିଛନ୍ତି।…