ଜାତୀୟ ଖବର ସାଇକେଲ ଚଲାଉଥିଲେ ଇଣ୍ଟେଲ ଇଣ୍ଡିଆର ପୂର୍ବତନ ମୁଖ୍ୟ: ଟ୍ୟାକ୍ସି ଧକ୍କାରେ ଅବତାର ସାଇନିଙ୍କ ମୃତ୍ୟୁ ନୂଆଦିଲ୍ଲୀ: ନଭି ମୁମ୍ବାଇରେ କ୍ୟାବରେ ଧକ୍କା ହେବା ପରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ହେଉଛନ୍ତି ଇଣ୍ଟେଲ ଇଣ୍ଡିଆର ପୂର୍ବତନ ମୁଖ୍ୟ ଅବତାର ସାଇନି। ଅବତାର…