ଜାତୀୟ ଖବର ସତ୍ୟେନ୍ଦ୍ର ଦାସଙ୍କ ପରେ କିଏ ହେବ ରାମ ମନ୍ଦିରର ମୁଖ୍ୟ ପୁରୋହିତ, ଜାଣନ୍ତୁ କଣ ରହିଛି ପ୍ରକ୍ରିୟା? ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦିରର ମୁଖ୍ୟ ପୁରୋହିତ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସଙ୍କର ଲକ୍ଷ୍ନୌରେ ଦେହାନ୍ତ ହୋଇଛି। ମସ୍ତିଷ୍କ ରକ୍ତ ଜମାଟ ପରେ ତାଙ୍କୁ ଫେବୃଆରୀ ୩ ତାରିଖରେ…