ଆଜିର ଖବର ଭୁବନେଶ୍ୱରରେ ଅତ୍ୟାଧୁନିକ ଆୟୁଷ ଦୀକ୍ଷା କେନ୍ଦ୍ରର ଶିଳାନ୍ୟାସ କଲେ କେନ୍ଦ୍ର ଆୟୁଷ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ଭୁବନେଶ୍ଵର: କେନ୍ଦ୍ର ଆୟୁଷ ଏବଂ ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ଆଜି ଭୁବନେଶ୍ୱରରେ ଭବିଷ୍ୟତର ଆୟୁଷ ପେସାଦାରଙ୍କ ମାନବ ସମ୍ବଳ ବିକାଶ…