ଅନ୍ତରାଷ୍ଟ୍ରୀୟ ଆମେରିକାର ବି-୫୨ ବିମାନ ଦୁର୍ଘଟଣାଗ୍ରସ୍ତ: ୮ ମୃତ ନୂଆଦିଲ୍ଲୀ: ଆମେରିକାର ଦକ୍ଷିଣ କାଲିଫର୍ନିଆର ଏଡୱାର୍ଡସ୍ ବାୟୁସେନା ଘାଟ ଠାରୁ ଉଡ଼ାଣ ପରେ ଆମେରିକୀୟ ବାୟୁସେନାର ବି-୫୨ ବୋମାବାହୀ ବିମାନ ଭୟଙ୍କର ଦୁର୍ଘଟଣାଗ୍ରସ୍ତ ହୋଇଛି। ସ୍ଥାନୀୟ ସମୟ…