ଆଜିର ଖବର ବିଜେଡି ଧ୍ବଂସ ହେବାର ପାଦଦେଶରେ-ପ୍ରଦୀପ ପୁରୋହିତ; ବିଜେଡି ବୁଡିଯିବ- ବାବୁ ସିଂ ଭୁବନେଶ୍ବର: ବିଜେଡି ବର୍ତ୍ତମାନ ଧ୍ବଂସ ହେବାର ପାଦ ଦେଶରେ। ବର୍ତ୍ତମାନ ଦଳର ନେତାମାନେ କେହି ନିୟନ୍ତ୍ରଣରେ ନାହାଁନ୍ତି। ଫଳରେ ଆଉ କିଛି ଦନ ପରେ ବିଜେଡି ଶେଷ…