ଆଜିର ଖବର ବଡଚଣାରେ ବିଜେଡି ପ୍ରାର୍ଥୀ ବର୍ଷା ପ୍ରିୟଦର୍ଶନୀ ପଛରେ, ବିଜେପି ପ୍ରାର୍ଥୀ ଆଗରେ ଭୁବନେଶ୍ବର: ବଡଚଣାରେ ଏକ ଆଶ୍ଚର୍ଯ୍ୟଜନକ ସ୍ଥିତି ଆସିଛି। ସେଠାରେ ବିଜେଡି ପ୍ରାର୍ଥୀ ତଥା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ପଛରେ ପଡିଯାଇଛନ୍ତି। ସେଠାରେ ବିଜେପି ପ୍ରାର୍ଥୀ ଅମର ନାୟକ…