ଆଜିର ଖବର ଭିଜିଲାନ୍ସ ଜାଲରେ ବଡ଼ଚଣା ସହକାରୀ ଯନ୍ତ୍ରୀ ଓ ସହଯୋଗୀ: ଘରୁ ୫.୧୫ ଲକ୍ଷ ଟଙ୍କା ଜବତ କଟକ: ୩୫ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ୍ର ସହକାରୀ ଯନ୍ତ୍ରୀ ବନ୍ଦିତା ଦାଶ ଏବଂ ତାଙ୍କ ବେସରକାରୀ ସହଯୋଗୀ ସୋମନାଥ…