ଜାତୀୟ ଖବର କଂଗ୍ରେସ ନା ଆମ୍ ଆଦମୀ ପାର୍ଟି, ଜାଣନ୍ତୁ କାହା ପାଇଁ ଭୋଟ ମାଗିଲେ ବଦରୁଦ୍ଦିନ ଅଜମଲ? ନୂଆଦିଲ୍ଲୀ: ଆସାମର ରାଜନୈତିକ ଦଳ ଅଲ୍ ଇଣ୍ଡିଆ ୟୁନାଇଟେଡ୍ ଡେମୋକ୍ରାଟିକ୍ ଫ୍ରଣ୍ଟ (AIUDF) ର ମୁଖ୍ୟ ବଦରୁଦ୍ଦିନ ଅଜମଲ ସୋମବାର ଦିନ ଦିଲ୍ଲୀ ବିଧାନସଭା ନିର୍ବାଚନ ସମ୍ପର୍କରେ…