ବିଶେଷ ଖବର ସନ୍ଥ ଓ ମହାପୁରୁଷ ତିଆରି କରିବାର କୃତ୍ରିମ ରାଜନୈତିକ ଉପାୟ- ପ୍ରସଙ୍ଗ ପ୍ରତାପ ଷଡଙ୍ଗୀ କେଦାର ମିଶ୍ର ସେ ଯେ ଆଜି ରାଜନୀତିକୁ ଆସିଲେ, ସେୟା ନୁହଁ। ଗତ କୋଡିଏ ବର୍ଷ ଧରି ଓଡିଶାର ରାଜନୈତିକ ଜୀବନରେ ତାଙ୍କର ଚଳ ପ୍ରଚଳ ରହିଛି।…