ଆଜିର ଖବର ‘କେବଳ ହିନ୍ଦୁମାନଙ୍କଠାରୁ ଦିୱାଲୀ ଜିନିଷ କିଣନ୍ତୁ’, ବଜରଙ୍ଗ ଦଳର ଏହି ପୋଷ୍ଟରକୁ ନେଇ କଂଗ୍ରେସର ଟାର୍ଗେଟ ନୂଆଦିଲ୍ଲୀ: ଦୀପାବଳି ପର୍ବ ମଧ୍ୟରେ ମଧ୍ୟପ୍ରଦେଶର ଭୋପାଳରେ ଏକ ପୋଷ୍ଟରକୁ ନେଇ ବିବାଦ ଦେଖାଦେଇଛି। ଏହି ପୋଷ୍ଟରକୁ ବଜରଙ୍ଗ ଦଳ କର୍ମୀମାନେ ଲଗାଇଛନ୍ତି, ଯାହା ମାଧ୍ୟମରେ ଦିୱାଲୀ…