ଆଜିର ଖବର Bakula Amabasya: ଏଥର ବଉଳ ଅମବାସ୍ୟା କେବେ, କଣ ରହିଛି ଏହାର ମହତ୍ବ Bakula Amabasya: ଓଡ଼ିଶାର ପାରମ୍ପରିକ କୃଷି ପର୍ବ ମଧ୍ୟରୁ ଏକ ବକୁଳ ଅମାବାସ୍ୟା। ଏହା ସାରା ରାଜ୍ୟରେ ଭକ୍ତି ଏବଂ ସାଂସ୍କୃତିକ ଉତ୍ସାହ ସହିତ ପାଳିତ ହୋଇଆସୁଛି।…