ଆଜିର ଖବର ମାଲକାନଗିରି ଏମଭି-୨୬ ଗ୍ରାମର ପୋଡାଜଳା ଘଟଣା: ଆଉ ୩ ଅଭିଯୁକ୍ତ ଗିରଫ ଭୁବନେଶ୍ଵର: ମାଲକାନଗିରି ଏମଭି-୨୬ ଗ୍ରାମର ପୋଡାଜଳା ଘଟଣାରେ ପୁଲିସ ଆଜି ଆଉ ୩ ଜଣଙ୍କୁ ଗିରଫ କରିଛି। ଶନିବାର ମଧ୍ୟରାତ୍ରିରେ ଅନ୍ୟ ୯ ଜଣ ଏବଂ ପୂର୍ବରୁ…