ଆଜିର ଖବର ଥୋରାଟଙ୍କ ଝିଅଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ, ବିଜେପି ନେତାଙ୍କ ଗାଡିରେ ନିଆଁ ଲଗାଇଲେ କଂଗ୍ରେସ କର୍ମୀ ନୂଆଦିଲ୍ଲୀ: ସଂଗମନେର ତାଲୁକର ଧନଦାରଫଲରୁ ପୂର୍ବତନ ବିଜେପି ସାଂସଦ ସୁଜୟ ଭିଖେ-ପାଟିଲଙ୍କ ଦ୍ଵାରା ଏକ ସଂକଳ୍ପ ସଭା ଆୟୋଜିତ ହୋଇଥିଲା। ଏହି ସଭାରେ ବାଲାସାହେବ ଥୋରାଟଙ୍କ ଝିଅ…