ଆଜିର ଖବର ବାଲିଅନ୍ତା ସୌମ୍ୟ ରଞ୍ଜନ ହତ୍ୟା ମାମଲା: ପୂର୍ବତନ IICଙ୍କୁ NHRCର ଜେରା ଭୁବନେଶ୍ବର : ବାଲିଅନ୍ତାର ବହୁଚର୍ଚ୍ଚିତ ସୌମ୍ୟ ରଞ୍ଜନ ହତ୍ୟା ମାମଲାକୁ ନେଇ ଜାତୀୟ ମାନବାଧିକାର ଆୟୋଗ (NHRC)ର ତଦନ୍ତ ଆହୁରି ତୀବ୍ର ହୋଇଛି। ଘଟଣାର ଚତୁର୍ଥ ଦିନରେ…