ଆଜିର ଖବର ଷଷ୍ଠ ସାଂସଦ ଚିକିତ୍ସା ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ସାଂସଦ ଅପରାଜିତା ଷଡଙ୍ଗୀ ଭୁବନେଶ୍ଵର: ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର ବାଲିପାଟଣାରେ ଅନୁଷ୍ଠିତ ହୋଇଛି ଷଷ୍ଠ ସାଂସଦ ଚିକିତ୍ସା ଶିବିର। ବ୍ଲକର ଭାପୁର ଗ୍ରାମ ପଞ୍ଚାୟତର ପି.ଏମ୍. ଶ୍ରୀ ବନମାଳୀପୁର ହାଇସ୍କୁଲ ପରିସରରେ…