ଆଜିର ଖବର ପ୍ରକାଶ ପାଇଲା ମହାରାଷ୍ଟ୍ର ରାୟ : ବୁଧବାର ଫ୍ଲୋର ଟେଷ୍ଟ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମୁମ୍ବାଇ,26/11: ଆସନ୍ତାକାଲି ହେବ ମହାରାଷ୍ଟ୍ର ବିଧାନସଭାର ସଂଖ୍ୟା ଗରିଷ୍ଠତା ପ୍ରମାଣ। ବୁଧବାର ଅପରାହ୍ନ 5ଟା ସୁଦ୍ଧା ଫଡନବିସ ନିଜର ସଂଖ୍ୟା ଗରିଷ୍ଠତା ପ୍ରମାଣ କରିବେ। ଏହିପରି ଗୁରୁତ୍ବପୂର୍ଣ୍ଣ…