ଆଜିର ଖବର ପାକିସ୍ତାନର କେତୋଟି ସହର ଦଖଲ କରିଛି ବେଲୁଚ୍ ସେନା: ପଡୋଶୀ ଦେଶର ମୋଟ କେତେ ଅଂଶ? ନୂଆଦିଲ୍ଲୀ: ଜାନୁଆରୀ ୩୧ ତାରିଖ ଶନିବାର ସକାଳେ ହଠାତ୍ ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶରେ ଗୁଳି ଏବଂ ବିସ୍ଫୋରଣର ଶବ୍ଦ ପ୍ରତିଧ୍ୱନିତ ହେଲା। ଗୋଟିଏ ପରେ ଗୋଟିଏ ସହରରୁ…