ଆଜିର ଖବର ପାକିସ୍ତାନରେ ଟ୍ରେନ୍ କୁ ଅପହରଣ କଲା ବଲୁଚ ଆର୍ମି: ବନ୍ଧକ ଅଛନ୍ତି ୪୫୦ ଯାତ୍ରୀ ନୂଆଦିଲ୍ଲୀ: ବଲୁଚ ଲିବରେସନ୍ ଆର୍ମି (ବିଏଲ୍ଏ) ପାକିସ୍ତାନର ବଲୁଚିସ୍ତାନରେ ଜାଫର ଏକ୍ସପ୍ରେସକୁ ଅପହରଣ କରିଛି। କେବଳ ଏତିକି ନୁହେଁ, ବଲୁଚ ସେନା ସମସ୍ତ ଯାତ୍ରୀଙ୍କୁ ଟ୍ରେନରେ ବନ୍ଧକ…