ଆଜିର ଖବର ବନ୍ଦେ ଉତ୍କଳ ଜନନୀ ପାଇଁ ବିଭିନ୍ନ ନେତାଙ୍କ ସମର୍ଥନ ଲୋଡିଲେ ନବୀନ ଭୁବନେଶ୍ବର : କରୋନା ଯୋଦ୍ଧାଙ୍କ ସମର୍ଥନରେ ବନ୍ଦେ ଉତ୍କଳ ଜନନୀ ଗାଇବାର ଆହ୍ବାନ ଦେଇଥିବା ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ରାଜନୈତିକ ନେତୃବୃନ୍ଦଙ୍କ ସହାୟତା ଲୋଡିଛନ୍ତି…