ଆଜିର ଖବର ୬ ବେଆଇନ ବାଂଲାଦେଶୀଙ୍କୁ ଗିରଫ କଲା ଦିଲ୍ଲୀ ପୋଲିସ: ଟ୍ରାନ୍ସଜେଣ୍ଡର ଭାବେ କରୁଥିଲେ କାର୍ଯ୍ୟ ନୂଆଦିଲ୍ଲୀ: ଦିଲ୍ଲୀର ଉତ୍ତର-ପଶ୍ଚିମ ଜିଲ୍ଲା ପୋଲିସ ଜାହାଙ୍ଗୀରପୁରୀରୁ ୬ ଜଣ ବେଆଇନ ବାଂଲାଦେଶୀ ନାଗରିକଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ୬ ଟି ମୋବାଇଲ୍ ଫୋନ୍ ଜବତ କରାଯାଇଛି।…