ଆଜିର ଖବର ସୀମାରେ ବଡ଼ ଅନୁପ୍ରବେଶ ଷଡ଼ଯନ୍ତ୍ର ପଣ୍ଡ: ଲାଠି ଏବଂ ରଡ୍ ଧରିଥିବା ଲୋକଙ୍କୁ ଘଉଡାଇଲା ବିଏସଏଫ ନୂଆଦିଲ୍ଲୀ: ଅବୈଧ ଅନୁପ୍ରବେଶ ବିରୋଧରେ ସରକାରଙ୍କ କଠୋର ଆଭିମୁଖ୍ୟ ପରେ ଭାରତ-ବାଂଲାଦେଶ ସୀମାରେ ଉତ୍ତେଜନା ବୃଦ୍ଧି ପାଉଥିବା ଦେଖାଯାଉଛି। ପଡ଼ୋଶୀ ଦେଶରୁ ଆଉ ଏକ ଅନୁପ୍ରବେଶ ଉଦ୍ୟମ…