ଅନ୍ତରାଷ୍ଟ୍ରୀୟ ଭାରତ ବିରୋଧୀ ମୌଲାନା ମାମୁନାଲ୍ ହକ୍ଙ୍କ ପରାଜୟ: ତାରିକ ରହମାନଙ୍କୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଭିନନ୍ଦନ ନୂଆଦିଲ୍ଲୀ: ଭାରତ ବିରୁଦ୍ଧରେ ବିଷ ଓଗାଳୁଥିବା ମୌଲାନା ମମୁନାଲ୍ ହକ୍ଙ୍କ ଏକ ବଡ଼ ପରାଜୟ ଘଟିଛି। ବାଂଲାଦେଶ ଖିଲାଫତ୍ ମଜଲିସ୍ ପ୍ରାର୍ଥୀ ମମୁନାଲ୍ ହକ୍ ଢାକାର ୧୩…