ଅପରାଧ ବାଂଲାଦେଶରେ ଝୁଲନ୍ତା ଅବସ୍ଥାରେ ମିଳିଲା ୧୨ ବର୍ଷୀୟା ହିନ୍ଦୁ ଛାତ୍ରୀଙ୍କ ମୃତଦେହ: ଦୁଇ ସନ୍ଦିଗ୍ଧ ଅଟକ ନୂଆଦିଲ୍ଲୀ: ଜାନୁଆରୀ ୪ ତାରିଖ ୨୦୨୬ରେ ଚଟ୍ଟଗାଓଁର ଲାଲଖାନ ବଜାର ଅଞ୍ଚଳରେ ୧୨ ବର୍ଷୀୟା ଛାତ୍ରୀ ଶ୍ରାବନ୍ତି ଘୋଷଙ୍କ ମୃତଦେହ ତାଙ୍କ ଘରେ ଝୁଲନ୍ତା ଅବସ୍ଥାରେ ମିଳିଛି।…