ଅନ୍ତରାଷ୍ଟ୍ରୀୟ ବାଂଲାଦେଶୀ ବୈଜ୍ଞାନିକ କହିଲେ ଡିସେମ୍ବର ସୁଦ୍ଧା ଆସିବ କୋଭିଡ ଟୀକା, ପଶୁ ଶରୀରରେ ସଫଳ ହୋଇଛି ପରୀକ୍ଷ ଢାକ୍କା, ସାରା ବିଶ୍ବକୁ ଗ୍ରାସ କରିଥିବା କରୋନା ସଂକ୍ରମଣରୁ ରକ୍ଷା ପାଇଁ ସବୁଠି ଚାଲିଛି ଟୀକା ଓ ଔଷଧ ପାଇଁ ପରୀକ୍ଷା ନିରୀକ୍ଷା। ଢାକ୍କାର ଗ୍ଲୋବ ବାୟୋଟେକ୍…