ଜାତୀୟ ଖବର Budget2021: ବ୍ୟାଙ୍କ ଏବଂ ବୀମା କ୍ଷେତ୍ରକୁ ମଜବୁତ କରିବା ପାଇଁ କଣ ଯୋଜନା ଆଣିଲେ ଅର୍ଥମନ୍ତ୍ରୀ ନୂଆଦିଲ୍ଲୀ, ଏଥର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦେଶର ପବ୍ଲିକ ସେକ୍ଟର ବ୍ୟାଙ୍କ ଏବଂ ବୀମା କ୍ଷେତ୍ରକୁ ମଜବୁତ କରିବା ପାଇଁ କେତେକ ପଦକ୍ଷେପ ଗ୍ରହଣ କରିଛନ୍ତି। ସେଗୁଡିକ…