ଜାତୀୟ ଖବର ବାଙ୍କିପୁର ଉପନିର୍ବାଚନ: ବିଜେପି ନା ପ୍ରଶାନ୍ତ କିଶୋର?, ଆଶ୍ଚର୍ଯ୍ୟ କଲା ସର୍ଭେ ନୂଆଦିଲ୍ଲୀ: ଆଜି ପାଟନା ଜିଲ୍ଲାର ବାଙ୍କିପୁର ବିଧାନସଭା ଆସନରେ ଶାନ୍ତିପୂର୍ଣ୍ଣ ଭାବରେ ମତଦାନ ସମାପ୍ତ ହୋଇଛି। ସନ୍ଧ୍ୟା ୫ଟା ସୁଦ୍ଧା ୩୩.୬୦ ପ୍ରତିଶତ ମତଦାନ ରେକର୍ଡ କରାଯାଇଛି।…