ଆଜିର ଖବର ଖୋଲିଲା ମା’ ଭଗବତୀଙ୍କ ବାହାର ହୁଣ୍ଡି: ଜାଣନ୍ତୁ ସଂପୂର୍ଣ୍ଣ ଦାନ ପରିମାଣ ବାଣପୁର: ବାଣପୁରର ଆରାଧ୍ୟା ଦେବୀ ମା’ ଭଗବତୀଙ୍କ ପୀଠର ବାହାର ହୁଣ୍ଡି ଆଜି ଖୋଲାଯାଇଛି। ଦୈନିକ ଅଗଣିତ ଶ୍ରଦ୍ଧାଳୁ ମା’ଙ୍କ ଦର୍ଶନ ପାଇଁ ଆସି ନିଜ ପରିବାରର…