ଜାତୀୟ ଖବର ଗୋଟିଏ ଦେଶ-ଗୋଟିଏ ନିର୍ବାଚନ କେତେ ସହଜ, କେତେ କଷ୍ଟକର? ସବୁ ସମସ୍ୟାର ସମାଧାନ କହିଲା ବାର କାଉନସିଲ ନୂଆଦିଲ୍ଲୀ: ଗୋଟିଏ ଦେଶ-ଗୋଟିଏ ନିର୍ବାଚନ ଅର୍ଥାତ୍ ଦେଶର ସମସ୍ତ ନିର୍ବାଚନ ଏକାସାଙ୍ଗରେ ହେବା ଦରକାର। ଏହା ଏକ ପ୍ରସ୍ତାବ ଯେଉଁଥିରେ ଲୋକସଭା ଓ ବିଧାନସଭା ନିର୍ବାଚନ ଏକାସାଙ୍ଗରେ…