ଆଜିର ଖବର ବାରବାଟୀରେ ଅନ୍ତିମ ଭାରତ-ଓ୍ଵେଷ୍ଟଇଣ୍ଡିଜ ମ୍ୟାଚ : କ୍ରିକେଟ ଟିକେଟ ପାଇଁ ପରିଚୟ ପତ୍ର ଜରୁରୀ କଟକ, ୯/୧୨: ଭାରତ-ଓ୍ଵେଷ୍ଟଇଣ୍ଡିଜ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ଅନ୍ତିମ ଦିବାରାତ୍ର ମ୍ୟାଚ୍ ଡିସେମ୍ବର ୨୨ରେ କଟକର ବାରବାଟୀ ଷ୍ଟାଡ଼ିୟମରେ ଖେଳାଯିବ। ଟିକେଟ କ୍ରୟ…