ଜାତୀୟ ଖବର Barabati T20 Match: ଆଜିଠାରୁ ଅନଲାଇନ ଟିକେଟ ବିକ୍ରି ଆରମ୍ଭ, ଜାଣନ୍ତୁ ଟିକେଟ ମୂଲ୍ୟ Barabati T20 Match: ଆଜିଠାରୁ ବାରବାଟୀ ମ୍ୟାଚ ପାଇଁ ଆରମ୍ଭ ହେବ ଅନଲାଇନ ଟିକେଟ ବିକ୍ରି। ଏ ନେଇ ଓଡିଶା କ୍ରିକେଟ ଆସୋସିଏସନ ତରଫରୁ ଘୋଷଣା କରାଯାଇଛି।…