ଆଜିର ଖବର ପାକିସ୍ତାନ ଏବଂ ଏହାର ଆତଙ୍କବାଦୀମାନଙ୍କୁ କଡା ଜବାବ: ଜମ୍ମୁ-କାଶ୍ମୀରରେ ହେଲା ରେକର୍ଡ ସଂଖ୍ୟକ ମତଦାନ ନୂଆଦିଲ୍ଲୀ: ବର୍ତ୍ତମାନ ପର୍ଯ୍ୟନ୍ତ ସାରା ଦେଶରେ ଲୋକସଭା ନିର୍ବାଚନର ପାଞ୍ଚଟି ପର୍ଯ୍ୟାୟ ଭୋଟ ଗ୍ରହଣ ଶେଷ ହୋଇଯାଇଛି। ଏକଦା ଆତଙ୍କବାଦ ଦ୍ୱାରା ପ୍ରଭାବିତ ଜମ୍ମୁ-କାଶ୍ମୀରର ବାରାମୁଲ୍ଲା ଲୋକସଭା…