ଆଜିର ଖବର ଉତ୍ତର ପ୍ରଦେଶ ବାର୍ କାଉନ୍ସିଲ୍ ମୁଖ୍ୟଙ୍କୁ ଗୁଳି କରି ହତ୍ୟା ଉତ୍ତର ପ୍ରଦେଶ ବାର୍ କାଉନ୍ସିଲ୍ ସଭାପତି ଦର୍ବେଶ ଯାଦବଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଜନୈକ ସହଯୋଗୀ ଓକିଲଙ୍କ ଗୁଳିମାଡରେ ଆଗ୍ରା ଜିଲ୍ଳା କୋର୍ଟ ପରିସରରେ ପ୍ରାଣ…