ଅନ୍ତରାଷ୍ଟ୍ରୀୟ ଜି -୨୦ ସମ୍ମିଳନୀରେ ଯୋଗ ଦେବାକୁ ବାଲି ଗସ୍ତ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀ: ଇଣ୍ଡୋନେସିଆର ଅଧ୍ୟକ୍ଷତାରେ ହେବାକୁ ଥିବା ୧୭ ତମ ଜି-୨୦ ନେତାଙ୍କ ସମ୍ମିଳନୀରେ ଭାଗ ନେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାଲି ଗସ୍ତ କରିଛନ୍ତି। ସେ ସେଠାରେ…