ଆଜିର ଖବର ପ୍ରତ୍ୟାବର୍ତ୍ତନ ଟେଷ୍ଟରେ ବରୋଦା ବିପକ୍ଷରେ ପୃଥ୍ବୀ ଶଙ୍କ ଦ୍ବିଶତକ ମୁମ୍ବାଇ, 11/12 : ମୁମ୍ବାଇର ୟଙ୍ଗ ସେନସେସନ୍ ପୃଥ୍ବୀ ଶ ରଣଜୀ ଟ୍ରଫିରେ ଦ୍ବିଶତକ ହାସଲ କରିଛନ୍ତି । ବରୋଦା ବିପକ୍ଷ ମୁକାବିଲାର ଦ୍ବିତୀୟ ଇନିଂସରେ ଶ…