ଆଜିର ଖବର ସାମାନ୍ୟ କଥାକୁ ନେଇ ଝଗଡା: ବିଜେପି ନେତାଙ୍କ ଉପରକୁ ଗୁଳି ଚଳାଇଲେ ଅବସରପ୍ରାପ୍ତ ସୈନିକ ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ବସ୍ତିରେ ବିଜେପି ନେତାଙ୍କୁ ଜଣେ ଅବସରପ୍ରାପ୍ତ ସୈନିକ ଗୁଳି କରିଛନ୍ତି। ସେଠାରେ ଉପସ୍ଥିତ ଲୋକମାନେ ଶୀଘ୍ର ଆହତ ନେତାଙ୍କୁ ଜିଲ୍ଲା ଡାକ୍ତରଖାନାକୁ ନେଇଥିଲେ। ଏବଂ…