ଆଜିର ଖବର କେବେ ଆସିବ ଭାରତ-ଚୀନ ସୈନିକଙ୍କ ଲଢେଇ ଉପରେ ଫିଲ୍ମ ‘ବ୍ୟାଟଲ୍ ଅଫ୍ ଗଲୱାନ୍’?: ସ୍ପଷ୍ଟ କଲେ ସଲମାନ୍ ଖାନ ମୁମ୍ବାଇ: ସିକନ୍ଦର (୨୦୨୫) ପରେ ସଲମାନ୍ ଖାନ ଏବେ ତାଙ୍କର ପରବର୍ତ୍ତୀ ଫିଲ୍ମ ‘ବ୍ୟାଟଲ୍ ଅଫ୍ ଗଲୱାନ୍’ ପାଇଁ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି। ଏହି ବହୁ ପ୍ରତୀକ୍ଷିତ…