ଆଜିର ଖବର ବଙ୍ଗୋପସାଗରରେ ବାତ୍ୟା ଆଶଙ୍କା: ଆନ୍ଧ୍ର-ଓଡ଼ିଶା ଉପକୂଳ ମୁହାଁ ‘ଅକ୍ଭାନ୍’! ୧୮ରୁ ପ୍ରବଳ ବର୍ଷା, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା ଭୁବନେଶ୍ୱର: ବଙ୍ଗୋପସାଗରରେ ପୁଣି ଘୂର୍ଣ୍ଣିବଳୟର ଘନଘଟା। ଧୀରେ ଧୀରେ ବଳ ଗୋଟାଉଛି ଲଘୁଚାପ। ଆଗାମୀ କିଛି ଦିନ ମଧ୍ୟରେ ଏହା ଅବପାତରୁ ବାତ୍ୟାର ରୂପ ନେବା ନେଇ…